Jump to content

ଭାର୍ଯ୍ୟାବନ୍ତ

ଉଇକିଅଭିଧାନ‌ରୁ

ଭାର୍ଯ୍ୟାବନ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂ ଭାର୍ଯ୍ୟା+ବତ୍)

[ସମ୍ପାଦନା]

ଯାହାର ଭାର୍ଯ୍ୟା ଅଛି — Having a wife; married.

(ଉ— ଭାରିଯା ଯାର ଅଛି ତାର ଘର ଭାର୍ଯ୍ୟାବନ୍ତ ଲୋକର ଆନନ୍ଦ ନିରନ୍ତର—କୃଷ୍ଣସିଂହ. ମହାଭାରତ. ଆଦି)