Jump to content

ଭାର ଘେନି ଯିବା

ଉଇକିଅଭିଧାନ‌ରୁ

ଭାର ଘେନି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭାର ନେଇଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ବୟଃପ୍ରାପ୍ତ କନ୍ୟା) ବୋଝ ଭାର ନେଇ ବାପ ଘରୁ ଶଶୁର ଘରକୁ ଯିବା — ୧. (a grown up girl) To go to her husband's house accompanied with presents (carried by carries) from her father's house.
୨. (କନ୍ୟା) ବାପଘରୁ ଶଶୁର ଘରକୁ ପହିଲି ପାଳିଯିବା —୨. (a girl) To start for the husband's house with presents for the first time after attaining puberty.

(ଉ—ଫୁଲ ଫୁଟିଗଲା ପୁଲୁରି, ପର ପୁଅକୁ ଭସେଇ ଦେଇ, ଭାର ଘେନିଗଲା ସୁଲୁରୀ—ଢଗ)