Jump to content

ଭାର ଭାର

ଉଇକିଅଭିଧାନ‌ରୁ

ଭାର ଭାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ବହୁତ; ଅନେକ —Much; many.

(ଉ— ବହିନି ତୋ ହୁକୁମ ଭାରଭାରରେ କବିସୂର୍ଯ୍ୟ— ସଙ୍ଗୀତ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ବହୁ ପରିମାଣରେ — Very much; too much.

(ଉ—ତନୁମଧ୍ୟା କିଶୋରୀ, ମନୁ ଦେଇ ପାସୋରି, ସେ ସ୍ନେହ ସମ୍ଫାଦୂଛୁ ଭାର ଭାର କବିସୂର୍ଯ୍ୟ. ସଙ୍ଗୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅନେକ ଭାର; ଭାରମାନ —A large number of loads carried in Bhāras.