Jump to content

ଭାଲ

ଉଇକିଅଭିଧାନ‌ରୁ

ଭାଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ ଲ)

[ସମ୍ପାଦନା]
୧. ଲଲାଟ; କପାଳ; ମସ୍ତକର ସମ୍ମୁଖସ୍ଥ ଉପରିଭାଗ —୧. Forehead.


ଅନୁବାଦ

[ସମ୍ପାଦନା]
୨. କର୍ମ, ଅଦୃଷ୍ଟ —୨. Luck; lot; fortune.
୩. ଆଭା; ଦୀପ୍ତି —Lustre.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଲ୍ଲ)

୧. ଭାଲି;ବର୍ଚ୍ଛା —୧. A spear.

(ଉ—ଢାଲେକ ପୂରି ବାମ ହାତରେ ଭାଲ—ବ୍ରଜନାଥ; ସମତରଙ୍ଗ)

୨. ତୀରର ଫଳକ —୨. The blade or head of an arrow.