ଭାଲପଟ୍ଟ ଲିଖନ
ଦେଖଣା
ଭାଲପଟ୍ଟ ଲିଖନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଧାତାଙ୍କ ଲେଖା; ଅଦୃଷ୍ଟ ଲେଖନ; ମନୁଷ୍ୟର କର୍ମରେ ଲାଖାଥିବା ବିଷୟ — The scribbling written on the forehead by the Creatar one's birth.
[ଦ୍ରଷ୍ଟବ୍ୟ — ହିନ୍ଦୁଙ୍କର ବିଶ୍ୱାସ ଯେ ପ୍ରତ୍ୟେକ ମନୁଷ୍ୟର ଜନ୍ମ ପୂର୍ବରୁ ବିଧାତା ତାହାର ଭାଲପଟ୍ଟରେ ଭବିଷ୍ୟତ୍ ଜୀବନର କର୍ମ ଓ ବ୍ୟକ୍ତିଗତ ଘଟନାମାନ ଲେଖି ଦିଅନ୍ତି]