ଭାଲା
ଦେଖଣା
ଭାଲା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲୁପର) ବିଶେଷ୍ୟ - (ସଂସ୍କୃତ - ଭାଲ୍ଲାତକ)
[ସମ୍ପାଦନା]ଭାଲିଆ — Marking nut.
ଭାଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଲ୍ଲ)
[ସମ୍ପାଦନା]ଭଲ୍ଲସ୍ତ୍ର; ଭଲ୍ଲ ନାମକ ଅସ୍ତ୍ର; ବର୍ଚ୍ଛା — ୧. Spear; javelin.
- ୨. ଏକପ୍ରକାର ଅର୍ଦ୍ଧ — ଚନ୍ଦ୍ରାକୃତି କାଣ୍ଡ —୨. A crescent-headed arrow.
[ଉ—ବି ଚଞ୍ଚଳ ଭାବ ଥିଲା ବାଲି, ବାଜି ତୁମ୍ଭ ଅଙ୍ଗ ସଙ୍ଗ ଭାଲି—କବିସୂର୍ଯ୍ୟ. ସଙ୍ଗୀତ]