ଭାଲି
ଭଲ୍ଲସ୍ତ୍ର; ଭଲ୍ଲ ନାମକ ଅସ୍ତ୍ର; ବର୍ଚ୍ଛା — ୧. Spear; javelin.
[ଉ—ବି ଚଞ୍ଚଳ ଭାବ ଥିଲା ବାଲି, ବାଜି ତୁମ୍ଭ ଅଙ୍ଗ ସଙ୍ଗ ଭାଲି—କବିସୂର୍ଯ୍ୟ. ସଙ୍ଗୀତ]