Jump to content

ଭାଲିକାଣ୍ଡ

ଉଇକିଅଭିଧାନ‌ରୁ

ଭାଲିକାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଲ୍ଲକାଣ୍ଡ)

[ସମ୍ପାଦନା]

ଭଲ୍ଲ ପରି ଦାଢ଼ୁଆକାଣ୍ଡ; ଏକପ୍ରକାର ଶର —A kind of arrow with a flat sharp head.

(ଉ— ବାଟରେ କାର୍ତ୍ତବୀର୍ଯ୍ୟ ରାଜାଙ୍କୁ ଦେଖକିଲେ, ଭାଲିକାଣ୍ଡେ ଆଗ ବାହୁକୁଟି କାଟିଲେ—କୃଷ୍ଣସିଂହ. ମହାଭାରତ. ବନ)