Jump to content

ଭାଲୁକୁଣୀ

ଉଇକିଅଭିଧାନ‌ରୁ

ଭାଲୁକୁଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଳିକାମାନଙ୍କର ଗୋଟିଏ ଓଷା —୧. A festival observed by girls in the month of Bhādraba, accompanied with dancing with dishevelled hair.

[ଦ୍ରଷ୍ଟବ୍ୟ —ଏ ଓଷାରେ ବାଳିକାମାନେ ଭାଦ୍ରବ ମାସରେ ପ୍ରତି ରବିବାର ଦିନ ଢିଙ୍କି ମୁଣ୍ଡକୁ ପୂଜା ରି ସେଠାରେ ମୁଣ୍ଡମାନ ମୁକୁଳା କରି ଗୀତ ଗାଇ ଗାଇ ନାଚନ୍ତି]

୨. (ଲକ୍ଷଣାର୍ଥ) ଯେଉଁ ସ୍ତ୍ରୀର ବାଳ ମୁକୁଳା ଓ ଇତସ୍ତତଃ ବିକ୍ଷିପ୍ତ ହୋଇ ପଡ଼ିଥାଏ — ୨. A woman with dishevelled hair.