ଭାଲୁକୁଣୀ ମୁଣ୍ଡୀ
ଯେଉଁ ସ୍ତ୍ରୀର କେଶ ତୈଳ ଓ କଙ୍କତିକାଦ୍ୱାରା ସଂଯତ ନ ହୋଇ ଅଡ଼ୁଆ ହୋଇ ମୁଣ୍ଡର ଏଣେ ତେଣେ ପଡ଼ି ଥାଏ —(a woman) With dishevelled and uncared and uncombed hair.