ଭାଲୁଣି
ଦେଖଣା
ଭାଲୁଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଭାବନା)
[ସମ୍ପାଦନା]- ୧. ମହାଚିନ୍ତା; ଉତ୍କଣ୍ଠା; ଦୁଶ୍ଚିନ୍ତା —୧. A great anxiety.
- ୨. ଚିନ୍ତା —୨. Through.
[ଉ—ଏମନ୍ତେ ହର ବାକ୍ୟ, ଶୁଣି, ଆନନ୍ଦେ କକରଇ ଭାଳେଣି ଜଗନ୍ନାଥ. ଭାଗବତ]
- ୩. ପରମର୍ଶ —୩. Consultation.
[ଉ—ଅଥୁ ଅନନ୍ତରେ ଯୁଧିଷ୍ଠିର ନରମଣି, ଭାଇଙ୍କ ତୁଳେ ବସି କଲେ ଏ ଭାଲୁଣି—କୃଷ୍ଣସିଂହ. ମହାଭାରତ]