ଭାଲୁ ଧରାଇବା
ଦେଖଣା
ଭାଲୁ ଧରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭାଲୁ ଧରାଇବା
|
[ଭାଲୁ ଧରା(ରେ)ଇ ଦେବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ବିପଦରୁ ମୁହଁରେ ପକାଇ ଦେବା —୧. To cause a person fall into a danger.
- ୨. କୌଣସି ବିପନ୍ନ ସଙ୍ଗୀକୁ ବିପନ୍ନ ଅବସ୍ଥାରେ ଛାଡ଼ି ଦେଇ ଚାଲି ଆସିବା —୨. To leave a companion helpless in a perilous situation.
- ୩. କୌଣସି କଷ୍ଟକର କାର୍ଯ୍ୟରେ ବା ଦାୟିତ୍ୱରେ କୌଣସି ଲୋକକୁ ଭରତି କରି ଦେଇ ହଇରାଣ କରିବା — ୩. To harass a person by engaging him in a business presenting insuperable difficulties and of great responsibility.