Jump to content

ଭାଲୁ ଶୋଷା

ଉଇକିଅଭିଧାନ‌ରୁ

ଭାଲୁ ଶୋଷା

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବି—(ସଂସ୍କୃତ - ଭାଲୁକ+ଶୋଷଣ)

(ଲକ୍ଷଣାର୍ଥ) (ଭାଲୁ ଉଇ ହୁଙ୍କାରେ ମୁହଁ ପୂରାଇ ଖୁବ୍ ଜୋର୍ରେ ନିଃଶ୍ୱାସ ଟାଣି ନେବାଦ୍ୱାରା ଉଇମାନଙ୍କୁ ଶୋଷି କରି ଖାଇବା ପରି) ଗଭୀର ଶୋଷଣ କ୍ରିୟା —(figurative) Act of deep sucking (like a bear sucking in ants from an ant-ill through a hole).

ବିଶେଷଣ -

[ସମ୍ପାଦନା]
୧. ଭାଲୁ ପରି ଶୋଷଣକାରୀ —୧. Sucking anything deeply (like the bear sucking ants)
୨. (ଲକ୍ଷଣାର୍ଥ) ଅତି ଲୋଭୀ —୨. (figurative) Very avaricious.
୩. ଅତ୍ୟନ୍ତ ଧନ ଶୋଷଣକାରୀ — ୩. Extortionate.