ଭାଲେରୀ
ଟିଲିକା କୁଳସ୍ଥ ଗୋଟିଏ ପର୍ବତ. [ଏହା ପୁରୀ ଓ ଗଞ୍ଜାମ ଜିଲାରେ ଅବସ୍ଥିତ] —A hill on the shore of the Chilka lake.
[ଉ—ଶୋଭେ ଶୋଭାମୟ ଭୂଧର ଭାଲୋରୀ. ଚିଲିକା]