Jump to content

ଭାଲ୍ୟୁ ପେବଲ୍

ଉଇକିଅଭିଧାନ‌ରୁ

ଭାଲ୍ୟୁ ପେବଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ଭାଲ୍ୟୁପେଏବ୍ଲ)

[ସମ୍ପାଦନା]

ଡାକରେ ପ୍ରେରିତ ବସ୍ତୁକୁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇ ତାଙ୍କ ଠାରୁ ପ୍ରେରକ ସ୍ଥିର କରିଥିବା ମୂଲ୍ୟ ଓ ଡାକ ମାହାସୁଲ ଆଦାୟ କରି ପ୍ରେରକଙ୍କ ପାଖକୁ ପଠାଇବାର ଡାକବିଭାଗୀୟ ରୀତି; ଡାକ ଭିଭାଗର 'ଦେକଉଡ଼ି, ଖା 'ପିଠା' ରୀତି —The value-payable postal system.