Jump to content

ଭାଲ ପଟ୍ଟ

ଉଇକିଅଭିଧାନ‌ରୁ

ଭାଲ ପଟ୍ଟ

ଉଚ୍ଚାରଣ

[ସମ୍ପାଦନା]

(ଭାଲଫଳକ—ଅନ୍ୟରୂପ)

ସଂସ୍କୃତ - ବି—(ରୂପକର୍ମଧାରୟ; ଭାଲରୂପ ପଟ୍ଟ=ପଟା)

[ସମ୍ପାଦନା]

କପାଳର ସମ୍ମୁଖଭାଗ —The brow; the plate of the forehead; the bone of the forehead,

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଲକ୍ଷଣାର୍ଥ) କର୍ମ; ଅଦୃଷ୍ଟ — ୨. (figurative) Luck; lot.