ଭାଳି ଭାଳି
ବହୁ ବିବେଚନା କରି; ଭାବି ଭାବି; ବହୁ ଚିନ୍ତା ପୂର୍ବକ —After mature consideration.
(ଉ—ଗୁନ୍ଥି ଫୁଲମାଳୀ ମାଳୀ, ପ୍ରାୟେ ପାତି ତୁଳି ତୁଳି, କେ ଚିତ୍ର ଲେଖିବି ଭାଳି ଭାଳି—ଭଞ୍ଜ. ପ୍ରେମସୁଧାନିଧି)