Jump to content

ଭାଷ

ଉଇକିଅଭିଧାନ‌ରୁ

ଭାଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭାଷ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଭକ୍ତି; କଥନ — ୧. Utterance; speaking.
୨. (+କର୍ମ. ଅ) ବାକ୍ୟ; କଥା; ବଚନ —୨. Word.

[ଉ—ତୁନି ରହ ନ କହି ମୋତେ ଭାଷ କୃଷ୍ଣସିଂହ, ମହାଭାରତ ବନ]

୩. (+କରଣ. ଅ) ଭାଷ୍ୟ; ଟୀକା ଗ୍ରନ୍ଥ — ୩. Commentary.