ଭାଷଣ
ଦେଖଣା
ଭାଷଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଭାଷ୍ ଧାତୁ +ଭାବ ଅନ)
[ସମ୍ପାଦନା]- ୧. କଥନ; କହିବା — ୧. Speaking; utterance.
- ୨. (+କର୍ମ. ଅନ) ଭକ୍ତି; ବାକ୍ୟ; ବକୃତା —୨. Speech; words and sentences.
- ୩. ଗପିବା —୩. Talking.
[ଦ୍ରଷ୍ଟବ୍ୟ — ଏହା ମଧ୍ୟ ଅନ୍ୟ ଶବ୍ଦ ସହ ଯୁକ୍ତ ହୁଏ ଯଆ, ବହୁଭାଷଣ, ପୁରୁଷ ଭାଷଣ, ବୃଥା ଭାଷଣ]