Jump to content

ଭାଷାତୀତ

ଉଇକିଅଭିଧାନ‌ରୁ

ଭାଷାତୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୫ମୀ ତତ୍)

[ସମ୍ପାଦନା]

ବଚନାତୀତ; ଯାହା କଥାରେ ପ୍ରକାଶିତ ହୋଇ ପାରିବ ନାହିଁ —Beyond expression; inexpressible.

(ଉ—କେମନ୍ତେ ବର୍ଣ୍ଣିତ ସେହି ଭାଷାତୀତ ଭାବ, ଜୀବାତ୍ମାରେ ପରମାତ୍ମା ଭୂମା ଆବିର୍ଭାବ ମଧୂସୂଧନ. କୁସୁମାଞ୍ଜଳି)