Jump to content

ଭାଷିତ

ଉଇକିଅଭିଧାନ‌ରୁ

ଭାଷିତ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ଭାଷ୍ ଧାତୁ+କର୍ମ ତ)

କଥିତ —Spoken,

=== ସଂସ୍କୃତ - ବିଶେଷ୍ୟ - (+ଭାବ ତ);

କଥନ —Speaking; utterance.

(+କର୍ମ ତ) ବଚନ; ବାକ୍ୟ —Speech; words.

(ଉ—କେତେକ ବ୍ରାହ୍ମଣ ତା ନ କଲେ ସମ୍ମତ, ବୋଇଲେ ମିଥ୍ୟା ନୋହେ ମୋହର ଭାଷିତ— କୃଷ୍ଣସିଂହ. ମହାଭାରତ. କର୍ଣ୍ଣ)