ଭାଷୀ
ଦେଖଣା
ଭାଷୀ
ଉଚ୍ଚାରଣ
[ସମ୍ପାଦନା](ଭାଷିଣୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭାଷ୍ ଧାତୁ+କର୍ତ୍ତୃ. ଇନ୍; ୧ମା ୧ବ)
ଯେ କହେ —Speaking.
[ଦ୍ରଷ୍ଟବ୍ୟ —ଏହା ସମାସରେ ପରଦରୂପେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା ମଧୁରଭାଷୀ, ପ୍ରିୟଭାଷୀ 'ଭାଷୀ' 'ହାସୀ' ଆଦି ସ୍ତ୍ରୀ ଲିଙ୍ଗରେ ମଧ୍ୟ ପ୍ରାଚୀନ ଓଡ଼ିଆ ପଦ୍ୟରେ ବ୍ୟବହାର କରାଯାଇଥିବାର ଦେଖାଯାଏ ଯଥ—ମିତଣୀର କଥିତ ବଚ ନରେ ଶ୍ରୁତି ପାଶି, ଲମ୍ପଟ ହେବାରୁ ହୋଇ ଦରସ୍ଫୁଟହାସୀ; ବିଜେ କଲେ ବୀଣାଭାଷୀ—କବିସୂର୍ଯ୍ୟ ସଙ୍ଗୀତ]