ଭାଷ୍ୟ
ଦେଖଣା
ଭାଷ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭାଷ୍ ଧାତୁ+ଭାବ ଯ)
[ସମ୍ପାଦନା]- ୧. ବ୍ୟାଖ୍ୟାନ —୧. Expounding; exposition.
- ୨. (+କରଣ ଯ)
ସୂତ୍ର ବିବରଣ ଗ୍ରନ୍ଥ; ଯେଉଁ ଗ୍ରନ୍ଥରେ ପୁତ୍ରମାନଙ୍କର ଟୀକା ଥାଏ —୨. A treatise explaining aphorisms.
- ୩. ବ୍ୟାଖ୍ୟା ଗ୍ରନ୍ଥ —୩. A commentary; an annotation.
- ୪. ଗୃହ ବିଶେଷ (ପ୍ରକୃତିବାଦ) — ୪. A kind of house or building.
=== ସଂସ୍କୃତ - ବିଶେଷଣ -
କଥନୀୟ —Speakable.