Jump to content

ଭାଷ୍ୟକର

ଉଇକିଅଭିଧାନ‌ରୁ

ଭାଷ୍ୟକର

ଉଚ୍ଚାରଣ

[ସମ୍ପାଦନା]

ଭାଷ୍ୟକାର, ଭାଷ୍ୟକୃତ୍ଅନ୍ୟରୂପ

ସଂସ୍କୃତ - ବିଶେଷଣ - ଓ ବି—(ଭାସ୍ୟ+କୃ ଧାତୁ=କର୍ତ୍ତୃ. ଅ)

[ସମ୍ପାଦନା]
୧. ଟୀକାକାର; ସୂତ୍ର ବିଚରଣ ଲେଖକ — ୧. Annotator.
୨. ପାଣିନି ବ୍ୟାକରଣର ଓ ଦର୍ଶନ ଶାସ୍ତ୍ରର ଟୀକାକାର ପତଞ୍ଜଳି ମୁନି —୨. Sage Patan̄jaḻi.