ଭାସ
ଦେଖଣା
ଭାସ
ଉଚ୍ଚାରଣ
[ସମ୍ପାଦନା](ଭାଃ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ)
[ସମ୍ପାଦନା]- ୧. ଆଭା; କାନ୍ତି; ଦୀପ୍ତି —୧. Lustre; selendour.
- ୨. ଶୋଭା — ୨. Beauty.
- ୩. (+କର୍ତ୍ତୃ କ୍ୱିପ୍ ଇତ୍ୟାଦି) ଆଲୋକ — ୩. Light.
- ୪. କରଣ —୪. Ray of light.
ଭାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭାସ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଗୁଧ୍ର ପକ୍ଷୀ —୧. The vulture.
- ୨. କକ୍କୁଟ —୨. Cock; fowl.
- ୩. ପାଣିକୁଆ —୩. The little cormornant (bird).
[ଉ—ଶ୍ୟେନ ଭାସ ବା ତିମିଙ୍ଗିଳେ—ଜଗନ୍ନାଥ ଭାଗବତ]
- ୪. ଗୋଷ୍ଠ;ଗୋଶାଳା —୪. Cowshed; cattle-pen.
- ୫. ସ୍ୱାଦ (ହିନ୍ଦୀ - ଶ) —୫. Taste.
- ୬. ମିଥ୍ୟା ଜ୍ଞାନ (ହିନ୍ଦୀ - ଶ) —୬. False knowledge.
- ୭. ମହା— ଭାରତୋକ୍ତ ପର୍ବତ ବିଶେଷ (ହିନ୍ଦୀ - ଶ) —୭. Name of a mountain mentioned in the Mahābhārata.
- ୮. ଭାସ୍ (ଦେଖ) - —୮. Bhās (See).
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସ୍ୱପ୍ନ ବାସବଦତ୍ତା ନାଟକ ପ୍ରଣେତା ସ୍ୱନାମଖ୍ୟାତ କବି [ଦ୍ରଷ୍ଟବ୍ୟ —କବିତା ବିଭବରେ ଏ କାଳିଦାସଙ୍କ ସମକକ୍ଷ] —Name of a Sanscrit poet, the author of Swapna-bāsaba- dattā.