ଭାସନ୍ତ
ଦେଖଣା
ଭାସନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ଭାସ୍ ଧାତୁ+କର୍ତ୍ତୃ. ଅନ୍ତ)
[ସମ୍ପାଦନା]- ୧. ମନୋହର — ୧. Beautiful; charming.
- ୨. ଦୀପ୍ତିଶୀଳ — ୨. Ddazzling; lustrous; shining.
- ୩. ଭାସମାନ —୩. Floating.
ସିଂ. ବିଶେଷ୍ୟ -
[ସମ୍ପାଦନା]- ୧. ଚନ୍ଦ୍ର — ୧. The moon.
- ୨. ସୂର୍ଯ୍ୟ —The sun.
[[]] ୩ ଭାସ—]] ୧୨୩: (ଦେଖ) - —୩. Bhāsa ୧ and ୨ and ୩ (See)