Jump to content

ଭାସି ଯିବା

ଉଇକିଅଭିଧାନ‌ରୁ

ଭାସି ଯିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭାସ୍ ଧାତୁ)

[ସମ୍ପାଦନା]
୧. ଜଳ ଉପରେ ଭାସିକରି ଗତି କରିବା —୧. To move by floating on water; to drift.
୨. ଜଳ ପ୍ଳାବିତ ହେବା —୨. To be flooded with water,
୩. ସର୍ବସ୍ୱାନ୍ତ ହେବା —୩. To be ruined; to be a lost man.