ଭାସୂର
ଦେଖଣା
ଭାସୂର
ଉଚ୍ଚାରଣ
[ସମ୍ପାଦନା](ଭାସୁରା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଭାସ୍ ଧାତୁ=ଶୀଳୀର୍ଥେ ଉର)
[ସମ୍ପାଦନା]- ୧. ସ୍ମ୍ଫଟିକ — ୧. Crystal stone.
- ୨. ବୀର —୨. Warrior.
- ୩. କୁଷ୍ଠ ରୋଗର ଔଷଧ (ହିନ୍ଦୀ - ଶ) — ୩. Medicine for leprosy.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଦୀପ୍ତିଯୁକ୍ତ; ଦୀପ୍ୟମାନ —୧. Shining.
- ୨. ଭୟଙ୍କର — ୨. Terrible (Apte)