Jump to content

ଭାସ୍

ଉଇକିଅଭିଧାନ‌ରୁ

ଭାସ୍

ଉଚ୍ଚାରଣ

[ସମ୍ପାଦନା]

(ଭାଃ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭାସ୍ ଧାତୁ+ଭାବ. କ୍ୱିପ୍; +ଅ;+ଅସ୍;+ଅ +ଆ)

[ସମ୍ପାଦନା]
୧. ଆଭା; କାନ୍ତି; ଦୀପ୍ତି —୧. Lustre; selendour.
୨. ଶୋଭା — ୨. Beauty.
୩. (+କର୍ତ୍ତୃ କ୍ୱିପ୍ ଇତ୍ୟାଦି) ଆଲୋକ — ୩. Light.
୪. କରଣ —୪. Ray of light.