ଭାସ୍କର
ଦେଖଣା
ଭାସ୍କର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭାସ୍=ଦୀପ୍ତି+କୃ ଧାତୁ=କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଦିବାକର; ସୂର୍ଯ୍ୟ —୧. The sun.
- ୨. ଅଗ୍ନି —୨. Fire.
- ୩. ସିଦ୍ଧାନ୍ତଶିରୋମଣି ପ୍ରଭୃତି ଗ୍ରନ୍ଥ ରଚୟିତା ଭାସ୍କରଚାର୍ଯ୍ୟ —୩. Name of a celebrated astronomer.
- ୪. ବୀର —୪. Warrior.
- ୫. ଧାତୁ ପ୍ରସ୍ତରାଦିରେ କାରୁକାର୍ଯ୍ୟ ସଂଗଠନ— କାରୀ —୫. An artist in stone or metal
- ୬. ଅର୍କଗଛ —୬. calotropis Gigantea (Plant).
- ୭. ସୁବର୍ଣ୍ଣ —୭. Gold.
- ୮. ଶିବ (ହିନ୍ଦୀ - ଶ) — ୮. Ṡiba.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଦୀପ୍ୟମାନ —Lustrous; dazzling.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କର୍ପୂର —camphor.