ଭାସ୍କରାଚାର୍ଯ୍ୟ
ଦେଖଣା
ଭାସ୍କରାଚାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ସିଦ୍ଧାନ୍ତ ଶିରୋମଣୀ ଆଦି ଜ୍ୟୋତିଷ ଗ୍ରନ୍ଥର ପ୍ରଣେତା ଜନୌକ ମହାପଣ୍ଡିତ — Name of a great Indian astronomer.
[ଦ୍ରଷ୍ଟବ୍ୟ —ଏ ସିଦ୍ଧାନ୍ତ ଶିରୋମଣି ଆଦି ଗ୍ରନ୍ଥ ରଚନା କରି— ଥିଲେ ଏ ଖ୍ରିଷ୍ଟ ୧୨ଶ ଶତାବ୍ଦୀରେ କର୍ଣ୍ଣାଟକ ବିଜାପୁରରେ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ ଏହାଙ୍କ ପିତା ମହେଶ୍ୱର ମଧ୍ୟ ଜ୍ୟୋତିଷୀ ଥିଲେ ଏହାଙ୍କ ପୂର୍ବ ପୁରୁଷ ଓ ପର ପୁରୁଷମାନେ ଦୈବଜ୍ଞ ଥିଲେ ଭାସ୍କର ପାଟୀଗଣିତ ଓ ବୀଜଗଣିତ ଗ୍ରନ୍ଥ 'ଲୀଳାବତୀ'ର ପ୍ରଣେତା ଥିଲେ ଏ ନିଜେ ମଧ୍ୟ ସିଦ୍ଧାନ୍ତ ଶିରୋମଣିର ଭାଷ୍ୟ (ବ୍ୟାଖ୍ୟା) ଲେଖି ଯାଇ ଆଛନ୍ତି ସୁବଳଚନ୍ଦ୍ର]