Jump to content

ଭାସ୍କର୍ଯ୍ୟ

ଉଇକିଅଭିଧାନ‌ରୁ

ଭାସ୍କର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭାସ୍କର+ଯ)

[ସମ୍ପାଦନା]

ଧାତୁ ପ୍ରସ୍ତରାଦି କୋଦିତ କରି ମୂର୍ତ୍ତି ଗଠନ କରିବା କଳା; ଚତୁଃଷଷ୍ଟି କଳାରୁ ଏକତମ —Architecture; stone and metal carving.