ଭାସ୍ୱନ୍
ଦେଖଣା
ଭାସ୍ୱନ୍
ଉଚ୍ଚାରଣ
[ସମ୍ପାଦନା](ଭାସ୍ୱତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭାସ୍+ବତ୍=ଭାସ୍ୱତ୍ ୧ମା. ୧ବ)
[ସମ୍ପାଦନା]- ୧. ଦୀପ୍ତିଶାଳୀ —୧. Luminous; shining;
- ୨. କୀରଣଶାଳୀ —୨. Emitting rays of light.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ସୂର୍ଯ୍ୟ —୧. The sun.
- ୨. ବୀର —୨. hero; warrior.
- ୩. ଅର୍କଗୁଳ୍ମ — ୩. Calotropis Gigantea (Apte)