ଭିଃ ପିଃ
ଭି. ପି., ଭି. ପି. ପି, ଭି. ପି. ପୋଷ୍ଟଅନ୍ୟରୂପ
ଦ୍ରବ୍ୟମାନ ଡାକଦ୍ୱାରା ଗ୍ରହୀତା ନିକଟରେ ପହଞ୍ଚାଇ ତାଠାରୁ ମୂଲ୍ୟ ଆଦାୟ କରି ପ୍ରେରକକୁ ଦିଆଯିବାର ଡାକ ବିଭାଗର ପଦ୍ଧତି —Value payable post.