ଭିଆଇବା
ଦେଖଣା
ଭିଆଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭିଆଇବା
|
ଦେଶଜ - କ୍ରି. (ସଂସ୍କୃତ - ବିଧାନ)
[ସମ୍ପାଦନା]- ୧. ଭେଇବା; ଘଟାଇବା — ୧. To cause to happen.
- ୨. ବିଧାନ ଘଟିବାର ଉପାୟ କରିବା; ଫଳରେ ଘଟାଇବା — ୨. To bring about; to result in.
(ଉ—ଧିକ ଏ ରୂପକୁ ଏହି ସିନା ଦେବି ! ଭିଆଲିଆ ଯେତେ କଳି ରାଧାନାଥ. ପାର୍ବତୀ)
- ୩. ସୃଷ୍ଟି କରିବା —୩. To creat.
(ଉ—ମେଘାଗମେ ଯହିଁ ପୃଷ୍ଟିତ କଦମ୍ୱେ ଶିଖଣ୍ଡ ତାଣ୍ଡବ ରଙ୍ଗ, ଦେଖି ଆସୁଥିଲେ ପ୍ରତେ ଇନ୍ଦ୍ରଜାଲ ଭିଆଇଛି କି ଅନଙ୍ଗ ରାଧାନାଥ. ଯଯାତି)
- ୪. ସମ୍ପାଦନ କରିବା —୪. To perform.
- ୫. ଯୋଗାଡ଼ କରିବା —୫. To arrange.
(ଉ—ଆଜ୍ଞା ଦେବ ଯେବେ, ମଣୋହ ସଞ୍ଚା ଊଆଇବି ତେବେ ପ୍ରାଚୀ. ପ୍ରତାପ, ଶଶିସେଣା)
- ୬. ଜାତ କରିବା —୬. To produce; to bring forth.
- ୭. ନିର୍ମାଣ କରିବା — ୭. To build.
(ଉ—ଗଙ୍ଗା ଯମୁନା ମଧ୍ୟ ପୁର, ଭିଆଇ ରହି ପୃଥୁ ବୀର ଜଗନ୍ନାଥ. ଭାଗବତ)
- ୮. ସୂତପାତ ବା ଆରମ୍ଭ କରିବା —୮. To being a work; to commence.
- ୯. ଅର୍ଜନ କରିବା —୯. To earn.
- ୧. ସଂଗ୍ରହ କରିବା —୧୦. To gather.
- ୧୧. ସୂତ୍ରପାତ କରିବା —୧୧. To lay the foundation of.