Jump to content

ଭିଆ ଚଢ଼େଇ

ଉଇକିଅଭିଧାନ‌ରୁ

ଭିଆ ଚଢ଼େଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ନଈବାଲିରେ ଓ ସମୁଦ୍ର ପନ୍ତାରରେ ଦଳବଦ୍ଧ ହୋଇ ବିଚରଣ କରୁଥିବା ଏକ ପ୍ରକାର ପକ୍ଷୀ (ଦ୍ର—ଏମାନେ ଆକାଶରେ ଉଡ଼ିଗଲାବେଳେ ଓ କଁଅର କାଁଆଁର ରାବ କରି ଉଡ଼ନ୍ତି) —A species of bird building nests in river banks or seashore flying in an arch-like course.