ଭିକ୍ଷା
ଦେଖଣା
ଭିକ୍ଷା
ଉଚ୍ଚାରଣ
[ସମ୍ପାଦନା](ଭିଖ୍ୟା—ଗ୍ରାମ୍ୟରୂପ)
ସଂସ୍କୃତ - ବି—(ଭିକ୍ଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଅନୁଗ୍ରହ— ପ୍ରାର୍ଥନା —୧. Request for favour.
- ୨. ଧନ ବା ଖାଦ୍ୟାଦି ପ୍ରାର୍ଥନା; ଭିକ ମାଗିବା —୨. Begging.
- ୩. (+କର୍ମ ଅ+ଆ)—ଭିକ; ଭିକ୍ଷାଲବ୍ଧ ବସ୍ତୁ — ୩. Alms.
- ୪. ସନ୍ନ୍ୟାସୀ ବା ବ୍ରହ୍ମଚାରୀଙ୍କ ପ୍ରାର୍ଥିତ ଏକ ଗ୍ରାସ ଅନ୍ନ —୪. One mouthful of food begged for by an ascetic.
- ୫. ସେବା —୫. Tending.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସନ୍ନ୍ୟାସୀ ଓ ବ୍ରହ୍ମଚାରୀଙ୍କର ଭିକ୍ଷାଲବ୍ଧ ଦ୍ରବ୍ୟଦ୍ୱାରା ଭୋଜନ କ୍ରିୟା ନିର୍ବାହ — The act of a Sannyāsī (ascetic) taking food bestowed as alms.
(ଉ—ଭିକ୍ଷା ନ ଦେଇ ଆଗ ମୋତେ ପାରଣା କଲା ଏ ଯୁଗତେ ଜଗନ୍ନାଥ. ଭାଗବତ)