Jump to content

ଭିକ୍ଷାଜୀବୀ

ଉଇକିଅଭିଧାନ‌ରୁ

ଭିକ୍ଷାଜୀବୀ

ଉଚ୍ଚାରଣ

[ସମ୍ପାଦନା]
(ଭିକ୍ଷାଜୀବିନୀ—ସ୍ତ୍ରୀ) 

(ଭିକ୍ଷାଜୀବ—ଅନ୍ୟରୂପ)

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭିକ୍ଷା+ଜୀବ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

ଯେ ଭିକ୍ଷା କରି ପୋଷିହୁଏ —Subsisting on alms.