Jump to content

ଭିକ୍ଷାନ୍ନ

ଉଇକିଅଭିଧାନ‌ରୁ

ଭିକ୍ଷାନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ଭିକ୍ଷା+ଅନ୍ନ)

[ସମ୍ପାଦନା]
୧. ଭିକ୍ଷାଲବ୍ଧ ଖାଦ୍ୟ —୧. Food obtained as alms.
୨. ସନ୍ନ୍ୟାସୀଙ୍କର (ଭିକ୍ଷାଲବ୍ଧ) ଭୋଜନ —୨. The meal of a Sannyāsī, (bestowed as alms).