Jump to content

ଭିକ୍ଷାଶୀ

ଉଇକିଅଭିଧାନ‌ରୁ

ଭିକ୍ଷାଶୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ବିଶେଷ୍ୟ - ଓପୁଲିଙ୍ଗ - (ଭିକ୍ଷା+ଅଶ୍ ଧାତୁ=କର୍ତ୍ତୃ. ଇନ୍; ୧ମା. ୧ବଚନ)

[ସମ୍ପାଦନା]

ଭିକ୍ଷାଜୀବୀ —Mendicant; professional beggar.

(ଉ—ଯେ ଯୋଗୀ ଗୃହ ତ୍ୟାଗୀ ମଉନୀ ଭିକ୍ଷାଶୀ, ତାହାକୁଟି ବୋଲନ୍ତି ଭିକ୍ଷୂକ ସନ୍ନ୍ୟାସୀ କୃଷ୍ଣସିଂହ. ମହାଭାରତ ଶାନ୍ତି)