Jump to content

ଭିକ୍ଷା କରିବା

ଉଇକିଅଭିଧାନ‌ରୁ

ଭିକ୍ଷା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭିକ୍ଷ୍ୟା ମାଗିବା—ଗ୍ରାମ୍ୟରୀପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଭିକ୍ଷା ଧାତୁ)

[ସମ୍ପାଦନା]
୧. ଭିକ ମାଗିବା — ୧. To beg for alms.
୨. ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା —୨. To solicit a favour.
୩.
ଭୋଜନ କରିବା (ସନ୍ନ୍ୟାସୀ ପକ୍ଷେ) —୩. To feed oneself (said of an ascetic).

(ଉ—ଯେ ବା ମିଳଇ ଯେତେବେଳେ, ସେ ଭିକ୍ଷା କରେ ସନ୍ଧ୍ୟାକାଳ ଜଗନ୍ନାଥ ଭାଗବତ)