Jump to content

ଭିକ୍ଷା ପାତ୍ର

ଉଇକିଅଭିଧାନ‌ରୁ

ଭିକ୍ଷା ପାତ୍ର

ଉଚ୍ଚାରଣ

[ସମ୍ପାଦନା]

(ଭିକ୍ଷା ଭାଣ୍ଡ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା ଭିକ୍ଷା+ପାତ୍ର)

[ସମ୍ପାଦନା]

ଭିକ ରଖିବା ଅଧାର; ଭିକ ଥାଳ —A beggar's bowl.