Jump to content

ଭିକ୍ଷା ପୁତ୍ର

ଉଇକିଅଭିଧାନ‌ରୁ

ଭିକ୍ଷା ପୁତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ଉପନୟନ ସଂସ୍କାର ପରେ ବାଳକର ବ୍ରହ୍ମଚର୍ଯ୍ୟ ବ୍ରତ ଭଙ୍ଗପୂର୍ବକ ଅପୁତ୍ରକ ବା ଅପୁତ୍ରକା ବ୍ୟକ୍ତିଦ୍ୱାରା ପୁତ୍ରରୂପେ ଗୃହୀତ ବ୍ରାହ୍ମଣ କୁମାର —୧. A brāhmaṇa boy adopted as a son by a childless male or female after the sacred thread caremony but before marriage.
୨. ପୋଷ୍ୟପୁତ୍ର; ଦତ୍ତକପୁତ୍ର —୨. Adopted son.