ଭିକ୍ଷୁ
ଦେଖଣା
ଭିକ୍ଷୁ
ଉଚ୍ଚାରଣ
[ସମ୍ପାଦନା](ଭିକ୍ଷୂକ—ଅନ୍ୟରୂପ)
(ଭିକ୍ଷୂକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଭିକ୍ଷ୍ ଧାତୁ+କର୍ତ୍ତୃ. ଉ)
[ସମ୍ପାଦନା]ଯାଚକ — Soliciting; begging.
ବିଶେଷ୍ୟ -
[ସମ୍ପାଦନା]- ୧. ଚତୁର୍ଥାଶ୍ରମୀ ଦ୍ୱିଜ; ସନ୍ନ୍ୟାସୀ — ୧. A Brāhmaṇa who has taken to the ୪th stage of life; viz. begging in the old age (as enjoined in the Hindu Ṡastras); a religious mendicant.
- ୨. ଭିକାରୀ —୨. Beggar; mendicant.
- ୩. ବୁଦ୍ଧ ଶିଷ୍ୟ —୩. A disciple of the Buddha.
- ୪. ବୌଦ୍ଧ ସନ୍ନ୍ୟାସୀ —୪. A Buddhist monk.
- ୫. ପରିବ୍ରାଜକ —୫. An itinerant monk.
- ୬. ଦ୍ୱିଜାତିମାନଙ୍କର ବୃଦ୍ଧାବସ୍ଥାରେ ଅବଲମ୍ୱନୀୟ ୪ର୍ଥ ଆଶ୍ରମ — ୬. The ୪th or last stage in the life of a twice born, enjoined by the Ṡastras.