Jump to content

ଭିଗ୍ଲେଇବା

ଉଇକିଅଭିଧାନ‌ରୁ

ଭିଗ୍ଲେଇବା

ଉଚ୍ଚାରଣ

[ସମ୍ପାଦନା]

(ଭିଙ୍ଗଚେଇବା—ଅନ୍ୟରୂପ)

  • (file)

ପ୍ରାଦେଶିକ - (ବାଲେଶ୍ୱର) କ୍ରି. (ତୁଳ. ବଂ ଭେଙ୍ଗନ; ହିନ୍ଦୀ - ବିଚ୍କାନା)

[ସମ୍ପାଦନା]
୧. ଖତେଇ ହେବା —୧. To Make faces.
୨. ମାଗିଲା ବେଳେ ଅତିଶୟ ଲେଭେଡେ଼ଇ ହେବା ନ୍ୟୁନ ହେବା —୨. To excessively humiliate oneself while supplicating for a favour.