ଭିଜିଟ୍
ଦେଖଣା
ଭିଜିଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଭିଜିଟ୍)
[ସମ୍ପାଦନା]- ୧. ଡାକ୍ତରଙ୍କର ରୋଗୀକୁ ଦେଖିବାକୁ ଯିବା —୧. Doctor's visit to a patient.
- ୨. ନିୟମାନୁସାରେ ପରିଦର୍ଶକ କର୍ମଚାରୀଙ୍କଦ୍ୱାରା ବିଦ୍ୟା— ଲୟାଦିର ପରିଦର୍ଶନ —୨. Formal inspection of a school etc.
- ୩. ରୋଗୀକୁ ଚିକିତ୍ସାର୍ଥ ଦେଖିବାକୁ ଆସିଥିବା ଡାକ୍ତରଙ୍କ ଦିଆଯିବା ସଲାମୀ ବା ଦର୍ଶନୀ — ୩. A doctor's visiting fees.
- ୪. ପରିଦର୍ଶନ —୪. Visit; inspection.