Jump to content

ଭିଟା

ଉଇକିଅଭିଧାନ‌ରୁ

ଭିଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିତ୍ତି)

[ସମ୍ପାଦନା]
୧. ପୈତୃକ ବାସଭୂମି; ମୌରସୀ ଘରବା଼ଡି —୧. Ancestral homestead.
୨. ଡିହ ଜମି —୨. Homestead land.

[ ଦ୍ର— ପୈତୃକ ଭିଟା—ପୈତୃକ ଘର ଡିହ ଅର୍ଥରେ, ଓ ବାସ୍ତୁଭିଟା —ଘରଡିହ ଓ ଘରବାଡ଼ି ଅର୍ଥରେ ବ୍ୟବହୃତ ହୁଏ ]