ଭିଡ଼ାଇବା
ଦେଖଣା
ଭିଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଭିଡ଼ିବା କ୍ରିୟାର ଣିଜନ୍ତରୂପ)— ଅନ୍ୟଦ୍ୱାର ଭିଡ଼ିବା କ୍ରିୟା କରାଇବା — ୧. To cause to be tightly drawn up, pressed or embraced.
[ଉ— ପୣଡ଼ାଇ ଓଷ୍ଠକୁ, ଭିଡ଼ାଇ ଅଙ୍ଗକୁ କବିସୂର୍ଯ୍ୟ. ସଙ୍ଗୀତ ]
- ୨. ଯୁଟାଇବା; ମିଳିତ କରାଇବା —୨. To cause to meet.
- ୩. ସଂଲଗ୍ନ କରାଇବା —୩. To cause to stick or adhere.
- ୪. ଚଳୁଥିବା ଯାନଆଦିର ଗତି ସ୍ଥଗିତ କରାଇବା —୪. To cause the motion of any conveyance to be stopped.