ଭିଡ଼ାଭିଡ଼ି
ଦେଖଣା
ଭିଡ଼ାଭିଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅନ୍ୟୋନ୍ୟ ବା ଝିଙ୍କାଝିଙ୍କି — ୧. Mutual dragging.
- ୨. ଅନ୍ୟୋ— ନ୍ୟରେ ସଂଲଗ୍ନ ହେବା —୨. Sticking to each other.
- ୩. ଉତ୍ତମ କରି ଭିଡ଼ିବା — ୩. Dragging tightly.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅନ୍ୟୋନ୍ୟ ଆଲିଙ୍ଗିତ; କୁଣ୍ଢି ଆକୁଣ୍ଢା —Tightly embracuing each other.
[ଉ—କୃଷ୍ଣ ଅରଜିନ ଅନ୍ୟୋ— ନ୍ୟରେ ପ୍ରିୟ, ଭିଡାଭିଡ଼ି ଦୋଇଲେ ଲଗାଇ ହୃଦୟ —କୃଷ୍ଣସିଂହ. ମହାଭାରତ. ବନ ]