ଭିଡ଼ିହେବା
ଦେଖଣା
ଭିଡ଼ିହେବା
ଉଚ୍ଚାରଣ
[ସମ୍ପାଦନା]ଭିଡ଼ିଭା (ମା)ଡ଼ି ହେବା, ଭିଡ଼ିମୋଡ଼ି ହେବା—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଭିଡ଼ିହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବନ୍ଧନରୁ ମୁକ୍ତ ହେବା ସକାଶେ ଟାଣି ଓଟାରି ହେବା —୧. To pull one's self with force one's self to be extricated from a bondage.
- ୨. ମୋଡ଼ି ଭିଡୢ ହେବା; ଅଙ୍ଗ ପ୍ରତ୍ୟଙ୍ଗାଦି ବିକ୍ଷେପ କରିବା —୨. To throw about one's limbs.
(ଉ—ଯେତେକ ଥିଲା ଗର୍ଭେ ପଡ଼ି, ଜୀର୍ଣ୍ଣ ହେବକୁ ହେଲ ଭିଡ଼ି କବିସୂର୍ଯ୍ୟ କବିତା)